ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଡିଜାଇନ୍ ରେ

ବୃତ୍ତି

ଗ୍ରାଫିକ୍ସ୍ ଡିଜାଇନର୍


ଗ୍ରାଫିକ୍ସ୍ ଡିଜାଇନର୍

NCS CODE: NA | DS004

ଜଣେ ଗ୍ରାଫିକ୍ସ୍  ଡିଜାଇନର୍ ଉନ୍ନତ କମ୍ପ୍ୟୁଟର୍ ସଫ୍ଟୱେୟାର୍ ସାହାଯ୍ୟରେ  ଯୋଗାଯୋଗ କରିବା ପାଇଁ ଭିଜୁଆଲ୍ ବିଷୟବସ୍ତୁ କିମ୍ବା ଗ୍ରାଫିକ୍ସ୍ ସୃଷ୍ଟି କରନ୍ତି ।  ଗ୍ରାଫିକ୍ସ୍  ଡିଜାଇନର୍ ମାନେ ବିଜ୍ଞାପନ, ପତ୍ରିକା, ପୁସ୍ତକ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ପାଇଁ କାମ  କରନ୍ତି ।

ଆବଶ୍ୟକ ଦକ୍ଷତା :
  • ଡିଜାଇନ୍ ଏବଂ କଳାତ୍ମକ ଦକ୍ଷତା
  • ସୃଜନଶୀଳତା 
  • କମ୍ପ୍ୟୁଟର୍ ଦକ୍ଷତା
  • ସମସ୍ୟା ସମାଧାନ
  • ଯୋଗାଯୋଗ ଦକ୍ଷତା 
  • ବିବରଣୀ ପ୍ରତି ଧ୍ୟାନ
ସଫଳତାର କାହାଣୀ

ସୁଜାତା କେଶବନ୍

ସୁଜାତା କେଶବନ୍ ଜଣେ ଭାରତୀୟ  ଗ୍ରାଫିକ୍ସ୍  ଡିଜାଇନର୍ ଯିଏ “ରେ ଆଣ୍ଡ୍ କେଶବନ୍” ନାମକ ଏକ ବ୍ରାଣ୍ଡ୍ ଡିଜାଇନ୍ ଫାର୍ମର ସହ-ପ୍ରତିଷ୍ଠାତା ଅଟନ୍ତି । କେଶବନ୍ ୧୯୮୪ ରେ ଅହମ୍ମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନରୁ ସ୍ନାତକ ହାସଲ କରିଥିଲେ ଏବଂ ପରେ ୟେଲ୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଆର୍ଟ୍ ରୁ ଗ୍ରାଫିକ୍ ଡିଜାଇନରେ ମାଷ୍ଟର୍ ଅଫ୍ ଫାଇନ୍ ଆର୍ଟସ୍ ହାସଲ କରିଥିଲେ । ୨୦୧୬ରେ କେଶବନ୍ ଉଦ୍ୟୋଗୀ ରବି ପ୍ରସାଦ ଏବଂ ମିତା ମାଲହୋତ୍ରାଙ୍କ ସହ ମିଶି ଏକ ବିଳାସପୂର୍ଣ୍ଣ ଫ୍ୟାଶନ ବ୍ରାଣ୍ଡ 'ଭାରାନା ଡିଜାଇନ୍ ଲିମିଟେଡ୍' ପ୍ରତିଷ୍ଠା କରିଥିଲେ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ